Advertisment

ମଞ୍ଚରେ ଏକ ହେଲେ ନବୀନ, ଅଶ୍ୱିନୀ, ଧର୍ମେନ୍ଦ୍ର

ଅନୁଗୁଳ ଷ୍ଟେସନରୁ ଗଡ଼ିଲା ସମ୍ବଲପୁର- ଶାଲିମାର ଟ୍ରେନ୍। ଗ୍ରୀନ ପତାକା ଦେଖାଇ ଶୁଭାରମ୍ଭ କଲେ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ। ସମ୍ବଲପୁରରୁ ଅନୁଗୁଳ ଦେଇ ହାୱାଡ଼ାକୁ ସଂଯୋଗ କରିବ ଏହି ଟ୍ରେନ୍।

author-image
Debendra Prusty
ମଞ୍ଚରେ ଏକ ହେଲେ ନବୀନ, ଅଶ୍ୱିନୀ, ଧର୍ମେନ୍ଦ୍ର

ashwini

ଅନୁଗୁଳ ଷ୍ଟେସନରୁ ଗଡ଼ିଲା ସମ୍ବଲପୁର- ଶାଲିମାର ଟ୍ରେନ୍। ଗ୍ରୀନ ପତାକା ଦେଖାଇ ଶୁଭାରମ୍ଭ କଲେ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ। ସମ୍ବଲପୁରରୁ ଅନୁଗୁଳ ଦେଇ ହାୱାଡ଼ାକୁ ସଂଯୋଗ କରିବ ଏହି ଟ୍ରେନ୍।

Advertisment

Naveen Patnaik Dharmendra Pradhan Ashwini Vaishnaw