Advertisment

ନବୀନଙ୍କ ଡର ଅମିତ ଶାହା!

ବିଜେଡିର ବଡ଼ ପଣ୍ଡାମାନଙ୍କ ଛାତିରେ ଛନକା ପଶିଥିବାର ଜୋରସୋର ଚର୍ଚ୍ଚା ହେଉଛି। ଆସନ୍ତା ଅଗଷ୍ଟ ୮ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଟକ ଆସିବେ। କଟକ ଇନଡୋର ଷ୍ଟାଡିଅମରେ ସେ ଏକ ସଭାରେ ଯୋଗଦେବେ। ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଦ୍ୱାରା ପରିଚାଳିତ ପ୍ରଜାତନ୍ତ୍ର ପରଚାର ସମିତିର ଅଗଷ୍ଟ କ୍ରାନ୍ତି ଦିବସରେ ସେ ହେବେ ମୁଖ୍ୟ ଅତିଥି।

author-image
Debendra Prusty
ନବୀନଙ୍କ ଡର ଅମିତ ଶାହା!

amit shah

ବିଜେଡିର ବଡ଼ ପଣ୍ଡାମାନଙ୍କ ଛାତିରେ ଛନକା ପଶିଥିବାର ଜୋରସୋର ଚର୍ଚ୍ଚା ହେଉଛି। ଆସନ୍ତା ଅଗଷ୍ଟ ୮ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଟକ ଆସିବେ। କଟକ ଇନଡୋର ଷ୍ଟାଡିଅମରେ ସେ ଏକ ସଭାରେ ଯୋଗଦେବେ। ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଦ୍ୱାରା ପରିଚାଳିତ ପ୍ରଜାତନ୍ତ୍ର ପରଚାର ସମିତିର ଅଗଷ୍ଟ କ୍ରାନ୍ତି ଦିବସରେ ସେ ହେବେ ମୁଖ୍ୟ ଅତିଥି।

Advertisment

Naveen Patnaik Amit Shah Bjp Bjd Politics