“ନବୀନବାବୁ ଲଲିପପ୍ ଦେଇ ପଳେଇଛନ୍ତି”

ନିର୍ବାଚନ ପାଖେଇଲେ ମନେପଡ଼େ ସୁରତର ଓଡ଼ିଆଙ୍କ କଥା। ମନେପଡ଼େ ଆମ ପ୍ରବାସୀ ଓଡ଼ିଆ ଭାଇଙ୍କ ମନର ବ୍ୟଥା। ପୁଣି ଏକ ପ୍ରତିଶ୍ରୁତି ପୁଣି ଏକ ଫମ୍ପା ଭାଷଣବାଜି। ଆଉ ତାପରେ ସବୁ ପାଲଟିଯାଏ ପାଣିର ଗାର।