ସୌଜନ୍ୟତା ଭୁଲିଗଲେ ସରକାର

ଭୁଲିଗଲେ ପ୍ରୋଟୋକଲ। ମାନିଲେ ନାହିଁ ରୁଲବୁକ। ଆତିଥେୟତା ବି ଦେଖାଇଲେ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବାକୁ ନଥିଲେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ, ଗୃହ ସଚିବ କି ଡିଜିପି।