Advertisment

ଜମି ବିକିଦେଲେ ନବୀନବାବୁ!

ଦୀର୍ଘ ୨ ବର୍ଷ ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହରିୟାନାରେ ଥିବା ନିଜ ଫାର୍ମ ହାଉସ ବିକ୍ରି କରିଥିବା ଜଣାପଡିଛି। ରାଜ୍ୟ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ଧନୀ ଭାବେ ନବୀନ ନିଜର ସ୍ଥାନ ବଜାୟ ରଖିଛନ୍ତି।

author-image
Debendra Prusty
ଜମି ବିକିଦେଲେ ନବୀନବାବୁ!

naveen

ଦୀର୍ଘ ୨ ବର୍ଷ ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହରିୟାନାରେ ଥିବା ନିଜ ଫାର୍ମ ହାଉସ ବିକ୍ରି କରିଥିବା ଜଣାପଡିଛି। ରାଜ୍ୟ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ଧନୀ ଭାବେ ନବୀନ ନିଜର ସ୍ଥାନ ବଜାୟ ରଖିଛନ୍ତି।

Advertisment

Faridabad Farm House Naveen Patnaik Farm House Naveen Sold Land