ଦୀର୍ଘ ୨ ବର୍ଷ ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହରିୟାନାରେ ଥିବା ନିଜ ଫାର୍ମ ହାଉସ ବିକ୍ରି କରିଥିବା ଜଣାପଡିଛି। ରାଜ୍ୟ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ଧନୀ ଭାବେ ନବୀନ ନିଜର ସ୍ଥାନ ବଜାୟ ରଖିଛନ୍ତି।
https://youtu.be/dcSzDWGqHMw