sudarsan nayak
Advertisment
ଅବସରପ୍ରାପ୍ତ ଆଇଆରଟିଏସ୍ ଅଫିସରଙ୍କୁ ପ୍ରମୁଖ ସଚିବ ଭାବେ ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ। ରାଜ୍ୟରେ ପ୍ରତିବଦ୍ଧ ଅମଲାତନ୍ତ୍ର ଗଠନ ଲାଗି ରାଜ୍ୟ ସରକାର ଏଭଳି ନିଯୁକ୍ତି ଦେଇଥିବା ବିଜେପି ଅଭିଯୋଗ କରିଛି। ତା ଛଡ଼ା ପ୍ରଧାନମନ୍ତ୍ରୀଙ୍କ ବିରୋଧୀଙ୍କୁ ରାଜ୍ୟ ସରକାର ପୁରସ୍କାର ଦେଉଛନ୍ତି ବୋଲି ବିଜେପି ନେତା ସୁଦର୍ଶନ ନାୟକ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2023/01/sudarsan-nayak.jpg)