‘ଇଡି ଟାର୍ଗେଟରେ ନବୀନ’

ଇଡି ଟାର୍ଗେଟରେ ରହିଛି ନବୀନଙ୍କ ଘର। ମୁଖ୍ୟମନ୍ତ୍ରୀଙ୍କ ଘରକୁ ଟାର୍ଗେଟରେ ରଖିଛି ଇଡି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।