Advertisment

ନବୀନ ଜଣେ ମହିଳାଙ୍କୁ କରନ୍ତୁ ମୁଖ୍ୟମନ୍ତ୍ରୀ

ପ୍ରଦୀପ ପାଣିଗ୍ରାହୀ କଲେ ଖୋଲା ଅନୁରୋଧ। ନବୀନ ଜଣେ ମହିଳାଙ୍କୁ କରନ୍ତୁ ମୁଖ୍ୟମନ୍ତ୍ରୀ। ତେବେ ପ୍ରଦୀପଙ୍କ ଇସାରା କୁଆଡ଼େ? ନିଜ ମନର କଥା କହି କି ଉଦ୍ଦେଶ୍ୟ ପ୍ରକାଶ କରୁଛନ୍ତି ପ୍ରଦୀପ? ବର୍ତ୍ତମାନ ରାଜ୍ୟରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଚର୍ଚ୍ଚା ଜୋର ଧରିଛି।

author-image
Debendra Prusty
ନବୀନ ଜଣେ ମହିଳାଙ୍କୁ କରନ୍ତୁ ମୁଖ୍ୟମନ୍ତ୍ରୀ

pradip panigrahi

ପ୍ରଦୀପ ପାଣିଗ୍ରାହୀ କଲେ ଖୋଲା ଅନୁରୋଧ। ନବୀନ ଜଣେ ମହିଳାଙ୍କୁ କରନ୍ତୁ ମୁଖ୍ୟମନ୍ତ୍ରୀ। ତେବେ ପ୍ରଦୀପଙ୍କ ଇସାରା କୁଆଡ଼େ? ନିଜ ମନର କଥା କହି କି ଉଦ୍ଦେଶ୍ୟ ପ୍ରକାଶ କରୁଛନ୍ତି ପ୍ରଦୀପ? ବର୍ତ୍ତମାନ ରାଜ୍ୟରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଚର୍ଚ୍ଚା ଜୋର ଧରିଛି।

Advertisment

Pradip Panigrahi Woman Chief Minister Odisha Naveen Patniak