ଢୋଲ ପିଟା ନବୀନ ସରକାର!

ଲୋକଙ୍କ ଟିକସ ଟଙ୍କାରେ ନିଜ ଢୋଲ ନିଜେ ପିଟୁଛନ୍ତି ନବୀନ ସରକାର! ଆତ୍ମ ପ୍ରଚାର ପାଇଁ ଉଡ଼ାଉଛନ୍ତି କୋଟି କୋଟି ଟଙ୍କା। ପଦାରେ ପଡ଼ିଗଲା ଆତ୍ମ ଘୋଷିତ ଲୋକପ୍ରିୟତାର ଅସଲ ଚେହେରା। ୫ ବର୍ଷରେ ବିଜ୍ଞାପନ ପାଇଁ ଖର୍ଚ୍ଚ କରିଛନ୍ତି ୩୭୮ କୋଟିରୁ ଅଧିକ ଟଙ୍କା।