Advertisment

ଢୋଲ ପିଟା ନବୀନ ସରକାର!

ଲୋକଙ୍କ ଟିକସ ଟଙ୍କାରେ ନିଜ ଢୋଲ ନିଜେ ପିଟୁଛନ୍ତି ନବୀନ ସରକାର! ଆତ୍ମ ପ୍ରଚାର ପାଇଁ ଉଡ଼ାଉଛନ୍ତି କୋଟି କୋଟି ଟଙ୍କା। ପଦାରେ ପଡ଼ିଗଲା ଆତ୍ମ ଘୋଷିତ ଲୋକପ୍ରିୟତାର ଅସଲ ଚେହେରା। ୫ ବର୍ଷରେ ବିଜ୍ଞାପନ ପାଇଁ ଖର୍ଚ୍ଚ କରିଛନ୍ତି ୩୭୮ କୋଟିରୁ ଅଧିକ ଟଙ୍କା।

author-image
Debendra Prusty
ଢୋଲ ପିଟା ନବୀନ ସରକାର!

naveen ads

ଲୋକଙ୍କ ଟିକସ ଟଙ୍କାରେ ନିଜ ଢୋଲ ନିଜେ ପିଟୁଛନ୍ତି ନବୀନ ସରକାର! ଆତ୍ମ ପ୍ରଚାର ପାଇଁ ଉଡ଼ାଉଛନ୍ତି କୋଟି କୋଟି ଟଙ୍କା। ପଦାରେ ପଡ଼ିଗଲା ଆତ୍ମ ଘୋଷିତ ଲୋକପ୍ରିୟତାର ଅସଲ ଚେହେରା। ୫ ବର୍ଷରେ ବିଜ୍ଞାପନ ପାଇଁ ଖର୍ଚ୍ଚ କରିଛନ୍ତି ୩୭୮ କୋଟିରୁ ଅଧିକ ଟଙ୍କା।

Advertisment

Crores Spent For Publicity Naveen Patnaik Publicity