Advertisment

ବିଜେପି ଜିତିବ ବୋଲି ଆଶା କରିଥିଲେ ନବୀନ!

‘‘ଦିବଙ୍ଗତ ବିଧାୟକ ଖୁବ ଲୋକପ୍ରିୟ ଥିଲେ। ତାଙ୍କ ପୁଅକୁ ବିଜେପି ଟିକେଟ ଦେଇଥିଲା। ଆମେ ଆଶା କରିଥିଲୁ ବିଜେପି ସେଠାରେ ଜିତିବ। ଆମେ ଖୁବ କମ ଉପନିର୍ବାଚନ ହାରିଛୁ। ମୁଁ ଜନାଦେଶକୁ ସମ୍ମାନ ଦେଉଛି”। ଧାମନଗର ଉପନିର୍ବାଚନ ହାରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଏଭଳି ପ୍ରତିକ୍ରିୟା।

ବିଜେପି ଜିତିବ ବୋଲି ଆଶା କରିଥିଲେ ନବୀନ!

naveen

Advertisment

'‘ଦିବଙ୍ଗତ ବିଧାୟକ ଖୁବ ଲୋକପ୍ରିୟ ଥିଲେ। ତାଙ୍କ ପୁଅକୁ ବିଜେପି ଟିକେଟ ଦେଇଥିଲା। ଆମେ ଆଶା କରିଥିଲୁ ବିଜେପି ସେଠାରେ ଜିତିବ। ଆମେ ଖୁବ କମ ଉପନିର୍ବାଚନ ହାରିଛୁ। ମୁଁ ଜନାଦେଶକୁ ସମ୍ମାନ ଦେଉଛି''। ଧାମନଗର ଉପନିର୍ବାଚନ ହାରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଏଭଳି ପ୍ରତିକ୍ରିୟା।

Advertisment

Bjp Win Dhamnagar Hopeful Naveen
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe