ବହୁଚର୍ଚ୍ଚିତ ପରୀ ମୃତ୍ୟୁ ମାମଲାରେ ପ୍ରତିବାଦ କରିବାରୁ ପଦ ହରାଇବାକୁ ଯାଉଛନ୍ତି ସୌମ୍ୟ ପ୍ରଧାନ, ୧୬ ୱାର୍ଡମେମ୍ବରଙ୍କ ମଧ୍ୟରୁ ୧୫ ଜଣ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମତ ଦେଇଛନ୍ତି ତ କଢ଼ା ହେବାକୁ ବସିଛି ସରପଞ୍ଚ ଚୌକି...ମାର୍ଚ୍ଚ ୨୬ରୁ ପ୍ରଥମେ ଭୁବନେଶ୍ୱର ପରେ ଭାୟା କେନ୍ଦୁଝର ହୋଇ ତାଳଚେରରେ ଥିଲେ ଏହି ଅନାସ୍ଥା ସପକ୍ଷବାଦୀମାନେକ
https://www.youtube.com/watch?v=hOZCf-pWtxU