ମୋବାଇଲ କହିବ ବିଦେଶ ଲିଙ୍କ୍‌

ମୁମ୍ୱାଇ କ୍ରୁଜ ପାର୍ଟିକୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ ସାଙ୍ଘାତିକ ତଥ୍ୟ । ଏବେ ସବୁଠି ପ୍ରଶ୍ନ କ୍ରୁଜ ପାର୍ଟିକୁ ଡ୍ରଗ୍ସ କେଉଁଠୁ ଆସିଥିଲା କେତେ ପରିମାଣରେ ଆସିଥିଲା। ଆଉ ଏ ସବୁ ପଛରେ କେତେ ଜଣ ସାମିଲ ଅଛନ୍ତି।