ଭୁଲ ମାଗି ଥାନାରୁ ମୁକୁଳିଲେ

ସ୍ୱାମୀକୁ ମାରି ମହିଳାଙ୍କୁ ବାହା ହେବାକୁ ଧମକାଉଥିବା ଅଭିଯୋଗ। ଅଭିନେତା ବବି ମିଶ୍ରଙ୍କ ନାଁରେ ଅଭିଯୋଗ ଆଣିଲେ ମହିଳା । ଅଭିଯୋଗକୁ ବବିଙ୍କ ଖଣ୍ତନ ।