Advertisment

ମାଲିକ ଯାଇନି, ଭଡ଼ାଟିଆ ଘର ମାଡ଼ିବସିଲାଣି

କଥାରେ ଅଛି ବହୁ ଆଡ଼ମ୍ବରେ ଲଘୁ କ୍ରିୟା। ବିଲଡିଂ ହେଲା ବିଏମସି ପାଇଁ କିନ୍ତୁ ଉଦଘାଟିତ ହେଲା ଡେଲଏଟ୍ ପାଇଁ। ବିଏମସି ମେୟର ବସିଛନ୍ତି ପୁରୁଣା ଅଫିସରେ। ନୂଆ ବିଲିଡିଂରେ କାମ ଆରମ୍ଭ କଲାଣି ଡେଲଏଟ୍ ନାମକ ଆଇଟି କମ୍ପାନୀ।

author-image
Debendra Prusty
ମାଲିକ ଯାଇନି, ଭଡ଼ାଟିଆ ଘର ମାଡ଼ିବସିଲାଣି

bmc

କଥାରେ ଅଛି ବହୁ ଆଡ଼ମ୍ବରେ ଲଘୁ କ୍ରିୟା। ବିଲଡିଂ ହେଲା ବିଏମସି ପାଇଁ କିନ୍ତୁ ଉଦଘାଟିତ ହେଲା ଡେଲଏଟ୍ ପାଇଁ। ବିଏମସି ମେୟର ବସିଛନ୍ତି ପୁରୁଣା ଅଫିସରେ। ନୂଆ ବିଲିଡିଂରେ କାମ ଆରମ୍ଭ କଲାଣି ଡେଲଏଟ୍ ନାମକ ଆଇଟି କମ୍ପାନୀ।

Advertisment

Bhubaneswar Naveen Patnaik Bmc Deloitte