Advertisment

ହ୍ୱାଟ୍ସଆପର ଗୋପନୀୟତାକୁ ନେଇ ୟୁଜର୍ସ ଖପ୍ପା

ହ୍ଵାଟ୍ସଆପର ନୂଆ ବ୍ୟକ୍ତିଗତ ଗୋପନୀୟତା ନିୟମାବଳୀକୁ ନେଇ ୟୁଜରଙ୍କ ମଧ୍ୟରେ ଅସନ୍ତୋଷ। ଏପରିକି କିଛି ୟୁଜର ହ୍ଵାଟ୍ସଆପ୍ ଛାଡିବାକୁ ମଧ୍ୟ କରୁଛନ୍ତି ଚିନ୍ତା। ସେପଟେ ଅସନ୍ତୋଷ ଦେଖି ସ୍ପଷ୍ଟୀକରଣ ରଖିଛି ହ୍ଵାଟ୍ସଆପ୍।

author-image
Manasi Mohapatra
ଅଦ୍ୟତନ ହୋଇଛି
ହ୍ୱାଟ୍ସଆପର ଗୋପନୀୟତାକୁ ନେଇ ୟୁଜର୍ସ ଖପ୍ପା

Whatsapp thumb