/odisha-reporter/media/post_attachments/uploads/2022/12/gobinda-3.jpg)
gobinda
କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ରହୁନି ଭରସା। ଖୋଦ ଗୋବିନ୍ଦ ସାହୁଙ୍କ ପରିବାର ଲୋକ ଏହା କହିଛନ୍ତି। ଏପରିକି ଓଡ଼ିଶା ପୁଲିସ ଉପରେ ବି ନାହିଁ। ମମିତା ମେହେର ହାଇପ୍ରୋଫାଇଲ ହତ୍ୟା ଘଟଣା ପ୍ରଥମ ଦିନରୁ ହିଁ ପୁଲିସ କଥା ଚପାଇବା ଆରମ୍ଭ କଲା। ପୁଲିସ ଯେଉଁଭଳି ଭାବରେ ମାମଲାକୁ ପରିଚାଳନା କଲା ତାହା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ଥାନାରୁ ଚମ୍ପଟ ମାରିବା ହେଉ କି ଆଖୁ କିଆରୀ କାହାଣୀ ହେଉ ନୂଆ ନୂଆ କାହାଣୀ ସାମନାକୁ ଆସିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
