କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ରହୁନି ଭରସା। ଖୋଦ ଗୋବିନ୍ଦ ସାହୁଙ୍କ ପରିବାର ଲୋକ ଏହା କହିଛନ୍ତି। ଏପରିକି ଓଡ଼ିଶା ପୁଲିସ ଉପରେ ବି ନାହିଁ। ମମିତା ମେହେର ହାଇପ୍ରୋଫାଇଲ ହତ୍ୟା ଘଟଣା ପ୍ରଥମ ଦିନରୁ ହିଁ ପୁଲିସ କଥା ଚପାଇବା ଆରମ୍ଭ କଲା। ପୁଲିସ ଯେଉଁଭଳି ଭାବରେ ମାମଲାକୁ ପରିଚାଳନା କଲା ତାହା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ଥାନାରୁ ଚମ୍ପଟ ମାରିବା ହେଉ କି ଆଖୁ କିଆରୀ କାହାଣୀ ହେଉ ନୂଆ ନୂଆ କାହାଣୀ ସାମନାକୁ ଆସିଲା।
https://youtu.be/IGu7Vf4SEc0
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ନିଜ ମାଲିକଙ୍କୁ କାମୁଡ଼ି ଲହୁଲୁହାଣ କଲା ପୋଷା କୁକୁର
୨୬ ବର୍ଷୀୟ ଯୁବକଙ୍କ ମୁହଁକୁ କାମୁଡ଼ି ଲହୁଲୁହାଣ କରିଛି ନିଜ ପୋଷା ପିଟ୍ବୁଲ୍ କୁକୁର। ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ଚିକିତ୍ସାଧୀନ ଅଛନ୍ତି ଯୁବକ।
National
ଅଣନିଃଶ୍ୱାସୀ କରୁଛି ରାଜଧାନୀ ପ୍ରଦୂଷଣ: କାଲି ଠାରୁ ଏହି ସବୁ କାମ ବନ୍ଦ
ବୁଧବାର ସକାଳୁ ଏପରି ସ୍ଥିତି ଲାଗି ରହିଥିବା ବେଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ସ୍ତରକୁ ଖସି ଯାଇଛି। ଏବେ ଦିଲ୍ଲୀର ଏକାଧିକ ଅଞ୍ଚଳରେ ବାୟୁର ଗୁଣବତ୍ତା ସୂଚକାଙ୍କ ୪୦୦ ଉପରେ ରହିଛି।
National
ଦିଲ୍ଲୀ ମେୟର ନିର୍ବାଚନରେ ବିଜେପିକୁ ଝଟକା, ବାଜି ମାରିନେଲା ଆପ୍
ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ। ୧୦ ଆପ୍ କାଉନସିଲରଙ୍କ କ୍ରସ୍ ଭୋଟିଂ ସତ୍ତ୍ୱେ ବିଜେପିକୁ ଝଟକା।