ତିନିମାସ ଧରି ତୁଷାରଙ୍କୁ ମିଳୁଥିଲା ମାନସିକ ନିର୍ଯାତନା

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଗିରଫ ହୋଇଛନ୍ତି। ଜଗତପୁର ଥାନା ପୁଲିସ୍ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ନେଇଇ ତମାମ ସୂଚନା ଦେଇଛନ୍ତି ଜୋନ୍ ଓ୍ବାନ୍ ଏସିପି ଅମରେନ୍ଦ୍ର ପଣ୍ଡା ।