/odisha-reporter/media/post_attachments/uploads/2021/09/maxresdefault-13-1.jpg)
maxresdefault (13) (1)
ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଗିରଫ ହୋଇଛନ୍ତି। ଜଗତପୁର ଥାନା ପୁଲିସ୍ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ନେଇଇ ତମାମ ସୂଚନା ଦେଇଛନ୍ତି ଜୋନ୍ ଓ୍ବାନ୍ ଏସିପି ଅମରେନ୍ଦ୍ର ପଣ୍ଡା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
