୨୦୨୨ ଆଣିବ ଖୁସି ଖବର !

ପୁରୁଣା ଯାଉଛି, ନୂଆ ଆସୁଛି। ପୁରୁଣା ବର୍ଷ ଅନେକ ଦେଇଛି, ଅନେକ ନେଇଛି। କରୋନା କବଳରେ ଜୀବନ କଟିଛି। 2022ର ନୂଆ ସକାଳକୁ ନେଇ ଆମ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘କଣ କହୁଛି ଓଡିଶା’।