Advertisment

ଦି ମାସ ତଳେ ବାଜିଥିଲା ସାହାନାଇ, ଏବେ ଉଠିଲା କୋକେଇ

ଦୁଇ ମାସ ପୂର୍ବରୁ ଯେଉଁ ଘରେ ବାଜିଥିଲା ସାହାନାଇ, ଏବେ ସେଇଘରୁ ଉଠିଲା କୋକେଇ। ମାଟିରେ ମିଶିଗଲା ମରଶରୀର। ବାପା, ମା, ବନ୍ଧୁ ପରିଜନଙ୍କୁ ଛାଡ଼ି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ନବଦମ୍ପତି। ଏବେ ପୂରା ପରିବାର ଲୋକଙ୍କ ଆଖିରେ ଲୁହ।

kokei

Odisha Reporter Newly Married Couple Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe