ଶବକୁ ମିଳିଲାନି ଆମ୍ବୁଲାନ୍ସ

ରାଜଧାନୀ ରେ ଅଭାବନୀୟ ଘଟଣା। ଶବକୁ ମିଳିଲାନି ଆମ୍ବୁଲାନ୍ସ। ମାଆର ଶବକୁ ଷ୍ଟ୍ରେଚରରେ ଟାଣି ଟାଣି ନେଲା ପୁଅ। ଏଭଳି ଘଟଣା ଦେଖିବାକୁ ମିଳିଛି କ୍ୟାପିଟାଲ ହସ୍ପିଟାଲରେ। ଦେଖନ୍ତୁ ଏ ଦୃଶ୍ୟ।