Advertisment

ବର୍ତ୍ତି ପାରିବେନି ବଡ଼ବଡ଼ିଆ!

ଉପନିର୍ବାଚନ ସାଙ୍ଗକୁ ଅର୍ଚ୍ଚନା ନାଗ ମାମଲାର ଇଡି ତଦନ୍ତ ରାଜ୍ୟ ରାଜନିତୀକୁ ସରଗରମ କରିଛି। ଶୀତ ଦିନରେ ବି ବେଆଇନ ଅର୍ଥ କାରବାର କରିଥିବା ବ୍ୟକ୍ତିମାନଙ୍କ କପାଳରୁ ଝାଳ ବାହାରୁଛି। କିଭଳି ଚାଲିଛି ତଦନ୍ତ, କେଉଁମାନେ ସବୁ ଅଛନ୍ତି ସାମିଲ ଦେଖନ୍ତୁ ଏଥରର ଖାସକଥା – ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ସହିତ।

author-image
Debendra Prusty
ବର୍ତ୍ତି ପାରିବେନି ବଡ଼ବଡ଼ିଆ!

prakash mishra

ଉପନିର୍ବାଚନ ସାଙ୍ଗକୁ ଅର୍ଚ୍ଚନା ନାଗ ମାମଲାର ଇଡି ତଦନ୍ତ ରାଜ୍ୟ ରାଜନିତୀକୁ ସରଗରମ କରିଛି। ଶୀତ ଦିନରେ ବି ବେଆଇନ ଅର୍ଥ କାରବାର କରିଥିବା ବ୍ୟକ୍ତିମାନଙ୍କ କପାଳରୁ ଝାଳ ବାହାରୁଛି। କିଭଳି ଚାଲିଛି ତଦନ୍ତ, କେଉଁମାନେ ସବୁ ଅଛନ୍ତି ସାମିଲ ଦେଖନ୍ତୁ ଏଥରର ଖାସକଥା - ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ସହିତ।

Advertisment

Ed Archana Nag Big Fish Prakash Mishra