raju das
Advertisment
ମୋ ହାତ କେହି ଛାଡ଼ି ନାହାନ୍ତି। ମୋ ସହିତ ଜନତା ଅଛନ୍ତି। ଉପନିର୍ବାଚନରେ ଯେତେ ଦଳ ଥାନ୍ତୁ ଧାମନଗର ଜନତା ମୋ ସହିତ ଅଛନ୍ତି ବୋଲି କହିଛନ୍ତି ଧାମନଗର ଉପନିର୍ବାଚନର ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ। ନିର୍ବାଚନକୁ ନେଇ ରାଜୁ ଦାସ ଆଉ କଣ କହୁଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/raju-das-2.jpg)