Advertisment

ଦ୍ରୌପଦୀଙ୍କ ଗାଁରେ ବିଜୁଳି ନାହିଁ

ଇଏ ସେହି ଗାଁ ଯେଉଁ ଗାଁରେ ଜନ୍ମ ହୋଇଥିଲେ ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗାଁରେ ଆଜି ଖୁସିର ମାହୋଲ। ସମସ୍ତଙ୍କ ମୁହଁରେ ହସ। ମନରେ ଅସରନ୍ତି ଗର୍ବ। ଉପରବେଡ଼ା ଆଜି ଖିଲିଖିଲି ହସୁଛି ସତ, କିନ୍ତୁ ରାତିହେଲେ କିନ୍ତୁ ପୁଣି କାନ୍ଦିବ ଆଉ ନିଜକୁ କୋଶିବ। କହିବ ମୋ ଝିଅ ରାଷ୍ଟ୍ରପତି ହେବାକୁ ଯାଉଛି ଅଥଚ ମୁଁ କିଟିକିଟି ଅନ୍ଧାରରେ ବଞ୍ଚୁଛି।

author-image
Debendra Prusty
ଦ୍ରୌପଦୀଙ୍କ ଗାଁରେ ବିଜୁଳି ନାହିଁ

draupadi village

ଇଏ ସେହି ଗାଁ ଯେଉଁ ଗାଁରେ ଜନ୍ମ ହୋଇଥିଲେ ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗାଁରେ ଆଜି ଖୁସିର ମାହୋଲ। ସମସ୍ତଙ୍କ ମୁହଁରେ ହସ। ମନରେ ଅସରନ୍ତି ଗର୍ବ। ଉପରବେଡ଼ା ଆଜି ଖିଲିଖିଲି ହସୁଛି ସତ, କିନ୍ତୁ ରାତିହେଲେ କିନ୍ତୁ ପୁଣି କାନ୍ଦିବ ଆଉ ନିଜକୁ କୋଶିବ। କହିବ ମୋ ଝିଅ ରାଷ୍ଟ୍ରପତି ହେବାକୁ ଯାଉଛି ଅଥଚ ମୁଁ କିଟିକିଟି ଅନ୍ଧାରରେ ବଞ୍ଚୁଛି।

Advertisment

Murmu's Vilalge Draupadi Murmu Village Electrification