Advertisment

ଚାଷୀ ମରୁ ହେଲେ ଦାଗ ନ ପଡ଼ୁ!

କୋରାପୁଟ ଜିଲ୍ଲା ବିଶିଂପୁର ଥାନା ନକଲଗୁଡ଼ା ଗାଁର ଚାଷୀ ଡମ୍ବରୁ ହରିଜନ। ତିନି ଏକର ଜମିରେ ଚାଷ କରିବା ପାଇଁ ସେ ୭୦ ହଜାର ଟଙ୍କା ଧାର ଆଣିଥିଲେ। ଲଘୁଚାପ ବର୍ଷାରେ ଧାନ ନଷ୍ଟ ହୋଇଗଲା। ୬ ପ୍ରାଣୀ କୁଟୁମ୍ବ ପୋଷିବା କଷ୍ଟକର ହୋଇପଡ଼ିଲା। ବୁଦ୍ଧି ନଦିଶିବାରୁ ୨୧ ତାରିଖରେ, ଜମିରେ ପକାଉଥିବା କୀଟନାଶକ ପିଇ ଚାଷୀ ଜଣଙ୍କ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

author-image
Debendra Prusty
ଚାଷୀ ମରୁ ହେଲେ ଦାଗ ନ ପଡ଼ୁ!

chasi

କୋରାପୁଟ ଜିଲ୍ଲା ବିଶିଂପୁର ଥାନା ନକଲଗୁଡ଼ା ଗାଁର ଚାଷୀ ଡମ୍ବରୁ ହରିଜନ। ତିନି ଏକର ଜମିରେ ଚାଷ କରିବା ପାଇଁ ସେ ୭୦ ହଜାର ଟଙ୍କା ଧାର ଆଣିଥିଲେ। ଲଘୁଚାପ ବର୍ଷାରେ ଧାନ ନଷ୍ଟ ହୋଇଗଲା। ୬ ପ୍ରାଣୀ କୁଟୁମ୍ବ ପୋଷିବା କଷ୍ଟକର ହୋଇପଡ଼ିଲା। ବୁଦ୍ଧି ନଦିଶିବାରୁ ୨୧ ତାରିଖରେ, ଜମିରେ ପକାଉଥିବା କୀଟନାଶକ ପିଇ ଚାଷୀ ଜଣଙ୍କ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

Farmer Suicide Ncrb Odisha Suicide