Advertisment

ଆମକୁ ନେଇଯାଅ ୧୦ ଦିନ ହେଲା ଖାଇନୁ

ପାଣିକୁ ଚାହିଁ ବସି ରହିଛନ୍ତି। କିଏ ଘର କଥା ଭାବୁଛି ତ କିଏ ପରିବାର କଥା। ଘରେ ସବୁ ଖାଇଥିବେ କି ଓପାସ ରହିଥିବେ ସେକଥା ବି ତାଙ୍କୁ ଜଣାନାହିଁ । ଗୋଟେ କି ଦୁଇଦିନ ନୁହେଁ ୧୦ ଦିନ ହେଇଗଲାଣି ଏମିତି ଆସୁଛନ୍ତି ପାଣି ପାଖେ କିଛି ସମୟ ବସି ଦେଖୁଛନ୍ତି ଚାଲିଯାଉଛନ୍ତି । କାରଣ ଏ ସୁଅକୁ ଦେଖିଲେ ପାଣିରେ ପାଦ ଦେବାକୁ ଭୟ ଲାଗୁଛି।

author-image
Sonali Kabi
ଅଦ୍ୟତନ ହୋଇଛି
ଆମକୁ ନେଇଯାଅ ୧୦ ଦିନ ହେଲା ଖାଇନୁ

maxresdefault (3)

No Food