ଆମକୁ ନେଇଯାଅ ୧୦ ଦିନ ହେଲା ଖାଇନୁ

ପାଣିକୁ ଚାହିଁ ବସି ରହିଛନ୍ତି। କିଏ ଘର କଥା ଭାବୁଛି ତ କିଏ ପରିବାର କଥା। ଘରେ ସବୁ ଖାଇଥିବେ କି ଓପାସ ରହିଥିବେ ସେକଥା ବି ତାଙ୍କୁ ଜଣାନାହିଁ । ଗୋଟେ କି ଦୁଇଦିନ ନୁହେଁ ୧୦ ଦିନ ହେଇଗଲାଣି ଏମିତି ଆସୁଛନ୍ତି ପାଣି ପାଖେ କିଛି ସମୟ ବସି ଦେଖୁଛନ୍ତି ଚାଲିଯାଉଛନ୍ତି । କାରଣ ଏ ସୁଅକୁ ଦେଖିଲେ ପାଣିରେ ପାଦ ଦେବାକୁ ଭୟ ଲାଗୁଛି।

maxresdefault (3)

  • Published: Monday, 22 August 2022
  • , Updated: 22 August 2022, 11:17 AM IST

ପାଣିକୁ ଚାହିଁ ବସି ରହିଛନ୍ତି। କିଏ ଘର କଥା ଭାବୁଛି ତ କିଏ ପରିବାର କଥା। ଘରେ ସବୁ ଖାଇଥିବେ କି ଓପାସ ରହିଥିବେ ସେକଥା ବି ତାଙ୍କୁ ଜଣାନାହିଁ । ଗୋଟେ କି ଦୁଇଦିନ ନୁହେଁ ୧୦ ଦିନ ହେଇଗଲାଣି ଏମିତି ଆସୁଛନ୍ତି ପାଣି ପାଖେ କିଛି ସମୟ ବସି ଦେଖୁଛନ୍ତି ଚାଲିଯାଉଛନ୍ତି । କାରଣ ଏ ସୁଅକୁ ଦେଖିଲେ ପାଣିରେ ପାଦ ଦେବାକୁ ଭୟ ଲାଗୁଛି।

https://www.youtube.com/watch?v=josh5qW0Eao

Related story