Advertisment

ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ

ବାତ୍ୟା ଚିତ୍ର ହେଲା ସ୍ପଷ୍ଟ । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ମଙ୍ଗଳବାର ସଂଧ୍ୟା ସୁଦ୍ଧା ଅବପାତର ରୂପ ନେବ । ୮ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ର ଉପକୂଳକୁ ମୁହାଁଇବ । ଓଡିଶା ଉପରେ ପଡିବନି ପ୍ରଭାବ ।

author-image
Jitendra Garnayak
ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ

cyclon odisha

Odisha Cyclone