ନୋ ଭର୍ଚୁଆଲ୍, ମାଡ଼ିଗଲାଣି ବିଜେପି!

ନୋ ଭର୍ଚୁଆଲ୍, ମାଡିଗଲାଣି ବିଜେପି! ଆଉ ହେବନି ଭର୍ଚୁଆଲ୍ ମୋଡରେ ଉଦଘାଟନ! ସିଧାସଳଖ ମୈଦାନକୁ ଓହ୍ଲାଇବେ ନବୀନ। ଦିନକୁ ଦିନ ବିଜେପି ହେଉଛି ସକ୍ରିୟ। ହାଇଜାକ୍ କରିପାରେ ବିଜେଡି ଭୋଟ ବ୍ୟାଙ୍କ୍। ବିଜେଡି କରୁଛି କାଉଣ୍ଟର ଷ୍ଟ୍ରାଟେଜି।