Advertisment

ତୁମକୁ ଛାଡ଼ ଆମକୁ ମାଡ଼

ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ସେହି ନୀତିରେ ଚାଲିଛି ବିଜେଡିର ଅନେକ ରାଜନୈତିକ କାର୍ଯ୍ୟକ୍ରମ। ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା ଦେବା ଦିନ ସହରର ଟ୍ରାଫିକ୍ ବ୍ୟବସ୍ଥା ଦେଖିଲେ ଯେକେହି ବି ଏ କଥା କହିବ। ଦେଖନ୍ତୁ ଏଥରର ଶୁଣନ୍ତୁ ସିଏମ୍ “ତୁମକୁ ଛାଡ଼ ଆମକୁ ମାଡ଼”।

author-image
Debendra Prusty
ତୁମକୁ ଛାଡ଼ ଆମକୁ ମାଡ଼

cm

ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ସେହି ନୀତିରେ ଚାଲିଛି ବିଜେଡିର ଅନେକ ରାଜନୈତିକ କାର୍ଯ୍ୟକ୍ରମ। ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା ଦେବା ଦିନ ସହରର ଟ୍ରାଫିକ୍ ବ୍ୟବସ୍ଥା ଦେଖିଲେ ଯେକେହି ବି ଏ କଥା କହିବ। ଦେଖନ୍ତୁ ଏଥରର ଶୁଣନ୍ତୁ ସିଏମ୍ “ତୁମକୁ ଛାଡ଼ ଆମକୁ ମାଡ଼”।

Advertisment

Law Violators ;police Favoritism Party In Power