nadda naveen
Advertisment
ଗୋଟିଏ ପଟେ ବିଜେପି ଟାର୍ଗେଟ କରୁଛି ବିଜେଡିକୁ। ବିଭିନ୍ନ ପ୍ରସଙ୍ଗ ଉଠାଇ ନଡ୍ଡା ଅଡୁଆରେ ପକାଇଛନ୍ତି ସରକାରକୁ। ବିଜେଡି ବିଜେପିର ନାଁ ନ ନେଇ ଅନ୍ଧାଧୁନ ଟାର୍ଗେଟ କରି ଚାଲିଛି। ସବୁକଥା ଉଠାଉଛି ହେଲେ ତୁଣ୍ଡରେ ବିଜେପିର ନାଁ ଧରୁନି।