‘ପିରିୟଡ଼ରେ ସ୍ୱାମୀଙ୍କୁ ଛୁଇଁଲେ ପାପ ନୁହଁ’

”ମେଡିସିନ୍‌ ଖାଇ ପିରିୟଡ ବନ୍ଦ କରିବା ଠିକ୍‌ ନୁହଁ। ଏଥି ପାଇଁ ବିକ୍ରି ହେଉଥିବା ମେଡିସନ୍‌କୁ ବନ୍ଦ କରାଯାଉ”। ଶୁଣନ୍ତୁ ଏନେଇ କଣ କହୁଛନ୍ତି ସମାଜସେବୀ।