/odisha-reporter/media/post_attachments/uploads/2022/12/ayusman.jpg)
ayusman
୪ ବର୍ଷ ହେଲା ଆୟୁଷ୍ମାନ ଭାରତ ଯୋଜନାକୁ ନାଁ କରୁଛି ଓଡ଼ିଶା। ହେଲେ ଆୟୂଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ଖୋଲିବାରେ ପ୍ରଥମ। ଆୟୁଷ୍ମାନ ଭାରତ-ଜନ ଆରୋଗ୍ୟରେ ରହିଛି ୫ ଲକ୍ଷର ଇନୁସ୍ୟୁରାନ୍ସ । ସ୍ୱାସ୍ଥ୍ୟ ଏକ ରାଜ୍ୟ ପ୍ରସଙ୍ଗ, ରାଜ୍ୟ ହରାଉଛି କେନ୍ଦ୍ରୀୟ ସହାୟତା। ବ୍ରାଣ୍ଡିଂରେ କେନ୍ଦ୍ର ଓ ରାଜ୍ୟର ମିଳିତ ନାଁ ରହିବାରେ ନାହିଁ ଅସୁବିଧା। କିଛି ରାଜ୍ୟ କେନ୍ଦ୍ର ଯୋଜନା ସହ ମିଶାଇଛନ୍ତି ନିଜର ଯୋଜନା। ଅଯଥା ରାଜନୀତି ପାଇଁ ଓଡ଼ିଶା ଲୋକଙ୍କର ହେଉଛି କ୍ଷତି!
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
