Advertisment

ଆୟୁଷ୍ମାନ ଭାରତ ଆକାଉଣ୍ଟକୁ ହଁ, ଇନସ୍ୟୁରାନ୍ସକୁ ନା

୪ ବର୍ଷ ହେଲା ଆୟୁଷ୍ମାନ ଭାରତ ଯୋଜନାକୁ ନାଁ କରୁଛି ଓଡ଼ିଶା। ହେଲେ ଆୟୂଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ଖୋଲିବାରେ ପ୍ରଥମ। ଆୟୁଷ୍ମାନ ଭାରତ-ଜନ ଆରୋଗ୍ୟରେ ରହିଛି ୫ ଲକ୍ଷର ଇନୁସ୍ୟୁରାନ୍ସ । ସ୍ୱାସ୍ଥ୍ୟ ଏକ ରାଜ୍ୟ ପ୍ରସଙ୍ଗ, ରାଜ୍ୟ ହରାଉଛି କେନ୍ଦ୍ରୀୟ ସହାୟତା। ବ୍ରାଣ୍ଡିଂରେ କେନ୍ଦ୍ର ଓ ରାଜ୍ୟର ମିଳିତ ନାଁ ରହିବାରେ ନାହିଁ ଅସୁବିଧା। କିଛି ରାଜ୍ୟ କେନ୍ଦ୍ର ଯୋଜନା ସହ ମିଶାଇଛନ୍ତି ନିଜର ଯୋଜନା। ଅଯଥା ରାଜନୀତି ପାଇଁ ଓଡ଼ିଶା ଲୋକଙ୍କର ହେଉଛି […]

ଆୟୁଷ୍ମାନ ଭାରତ ଆକାଉଣ୍ଟକୁ ହଁ, ଇନସ୍ୟୁରାନ୍ସକୁ ନା

ayusman

Advertisment

୪ ବର୍ଷ ହେଲା ଆୟୁଷ୍ମାନ ଭାରତ ଯୋଜନାକୁ ନାଁ କରୁଛି ଓଡ଼ିଶା। ହେଲେ ଆୟୂଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ଖୋଲିବାରେ ପ୍ରଥମ। ଆୟୁଷ୍ମାନ ଭାରତ-ଜନ ଆରୋଗ୍ୟରେ ରହିଛି ୫ ଲକ୍ଷର ଇନୁସ୍ୟୁରାନ୍ସ । ସ୍ୱାସ୍ଥ୍ୟ ଏକ ରାଜ୍ୟ ପ୍ରସଙ୍ଗ, ରାଜ୍ୟ ହରାଉଛି କେନ୍ଦ୍ରୀୟ ସହାୟତା। ବ୍ରାଣ୍ଡିଂରେ କେନ୍ଦ୍ର ଓ ରାଜ୍ୟର ମିଳିତ ନାଁ ରହିବାରେ ନାହିଁ ଅସୁବିଧା। କିଛି ରାଜ୍ୟ କେନ୍ଦ୍ର ଯୋଜନା ସହ ମିଶାଇଛନ୍ତି ନିଜର ଯୋଜନା। ଅଯଥା ରାଜନୀତି ପାଇଁ ଓଡ଼ିଶା ଲୋକଙ୍କର ହେଉଛି କ୍ଷତି!

Advertisment

BjD Ayusman Bharat Odisha Ayusman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe