/odisha-reporter/media/post_attachments/uploads/2022/09/chheli.jpg)
chheli
ବାଘ ହଜିଯାଉଛି ଖୋଜି ପାରୁନି ବନ ବିଭାଗ। ହାତୀ ମାରି କୁଲା ଘୋଡ଼ାଉଥିଲା ବିଭାଗ। ଜଙ୍ଗଲରୁ କାଠ ଚୋରୀ ହେଉଛି, କାଠ ମାଫିଆଙ୍କୁ ଧରିପାରୁନାହାଁନ୍ତି। ହେଲେ କିଛି ତ କାମ କରିବେ! ନହେଲେ ଲୋକେ କଣ କହିବେ? ତେଣୁ ଏବେ ଛେଳି ଗଛ ଖାଇଲା ବୋଲି ଛେଳି ବନ୍ଧିଛନ୍ତି ବନ କର୍ମଚାରୀ।
Advertisment
/odisha-reporter/media/post_attachments/uploads/2022/09/chheli.jpg)
chheli