Advertisment

ଯିବେ କୁଆଡ଼େ? ସମସ୍ତେ ଧରାପଡ଼ିବେ!

କଥା ଆଉ ଅଛପା ନାହିଁ। ଇଟ୍ଟାଭାଟି ମାଲିକଙ୍କୁ କିଏ ଜୁଆଡ଼ି ସଜାଇଥିଲେ ଏବଂ ଜବତ ଟଙ୍କାରୁ କିଏ ଭାଗ ବସାଇବାକୁ ଚାହୁଁଥିଲେ? ଏସବୁର ପର୍ଦ୍ଦାଫାଶ କରୁଛନ୍ତି ବଲାଙ୍ଗୀର ଏସ୍‌ପି। ଏସ୍‌ପିଙ୍କ ପ୍ରତିକ୍ରିୟା ଶୁଣିବା ପରେ ଏବେ ସମସ୍ତଙ୍କ ଆଖି କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କ ଉପରେ।

ଯିବେ କୁଆଡ଼େ? ସମସ୍ତେ ଧରାପଡ଼ିବେ!

balangir police

Advertisment

କଥା ଆଉ ଅଛପା ନାହିଁ। ଇଟ୍ଟାଭାଟି ମାଲିକଙ୍କୁ କିଏ ଜୁଆଡ଼ି ସଜାଇଥିଲେ ଏବଂ ଜବତ ଟଙ୍କାରୁ କିଏ ଭାଗ ବସାଇବାକୁ ଚାହୁଁଥିଲେ? ଏସବୁର ପର୍ଦ୍ଦାଫାଶ କରୁଛନ୍ତି ବଲାଙ୍ଗୀର ଏସ୍‌ପି। ଏସ୍‌ପିଙ୍କ ପ୍ରତିକ୍ରିୟା ଶୁଣିବା ପରେ ଏବେ ସମସ୍ତଙ୍କ ଆଖି କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କ ଉପରେ।

Advertisment

Dada Contractors Balangir Police Kantabanji Sdpo Juadi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe