Advertisment

ଏତେ ଡାକିଲେ କୋଉ ମୁଖ୍ୟମନ୍ତ୍ରୀ ଆସିଲେନି?

ରାଇଜ ରାଇଜ ବୁଲି ହେଲା ଗୁଆଦିଆ କାର୍ଯ୍ୟକ୍ରମ। ବୋଧେ କୌଣସି ରାଜ୍ୟ ଛାଡ଼ିନାହାଁନ୍ତି ଆମ ମନ୍ତ୍ରୀମାନେ। ବାରବାଟୀରେ ଏତେ ବଡ଼ ଆୟୋଜନ ହେଲା। ହେଲେ କୌଣସି ରାଜ୍ୟ ମୁଖିଆଙ୍କ ଦେଖା ମିଳିଲାନି ଷ୍ଟାଡିୟମରେ। କଣ ହେବ ନବୀନ ଦେଖିଥିବା ଜାତୀୟ ସ୍ତରୀୟ ସ୍ୱପ୍ନ!

author-image
Debendra Prusty
ଏତେ ଡାକିଲେ କୋଉ ମୁଖ୍ୟମନ୍ତ୍ରୀ ଆସିଲେନି?

naveen patnaik

ରାଇଜ ରାଇଜ ବୁଲି ହେଲା ଗୁଆଦିଆ କାର୍ଯ୍ୟକ୍ରମ। ବୋଧେ କୌଣସି ରାଜ୍ୟ ଛାଡ଼ିନାହାଁନ୍ତି ଆମ ମନ୍ତ୍ରୀମାନେ। ବାରବାଟୀରେ ଏତେ ବଡ଼ ଆୟୋଜନ ହେଲା। ହେଲେ କୌଣସି ରାଜ୍ୟ ମୁଖିଆଙ୍କ ଦେଖା ମିଳିଲାନି ଷ୍ଟାଡିୟମରେ। କଣ ହେବ ନବୀନ ଦେଖିଥିବା ଜାତୀୟ ସ୍ତରୀୟ ସ୍ୱପ୍ନ!

Advertisment

Naveen Patnaik World Cup Hockey Barabati Hockey Event