Advertisment

ରତ୍ନଭଣ୍ଡାର ଉପରେ ଅଣଓଡ଼ିଆଙ୍କ ଆଖି!

କେତେବଡ଼ ସାଙ୍ଘାତିକ କଥା କହୁଛନ୍ତି ସଂଜୟ ବାବୁ? କିଛି ବିଦେଶୀ ଶକ୍ତି ଏବେ ନଜର ପକାଇଛନ୍ତି ଓଡ଼ିଶାର ଖଣି ସଂପଦ, ଓଡ଼ିଶାର ପ୍ରାଚୁର୍ଯ୍ୟ ଏବଂ ରତ୍ନ ଭଣ୍ଡାର ଉପରେ। ଲୋଲୁପ ଦୃଷ୍ଟିରେ ଅନେଇ ରହିଛନ୍ତି। ସବୁ କିଛି ଲୁଟି ପଳାଇବାକୁ କରୁଛନ୍ତି ବଡ଼ ଯୋଜନା। ସରକାରୀ ଦଳର ବଡ଼ ନେତାଙ୍କର ଏ ହେଉଛି ବଡ଼ ବୟାନ। ସତରେ କଣ କହିବାକୁ ଚାହୁଁଛନ୍ତି ସଂଜୟ ବାବୁ?

author-image
Debendra Prusty
ରତ୍ନଭଣ୍ଡାର ଉପରେ ଅଣଓଡ଼ିଆଙ୍କ ଆଖି!

dasverma

କେତେବଡ଼ ସାଙ୍ଘାତିକ କଥା କହୁଛନ୍ତି ସଂଜୟ ବାବୁ? କିଛି ବିଦେଶୀ ଶକ୍ତି ଏବେ ନଜର ପକାଇଛନ୍ତି ଓଡ଼ିଶାର ଖଣି ସଂପଦ, ଓଡ଼ିଶାର ପ୍ରାଚୁର୍ଯ୍ୟ ଏବଂ ରତ୍ନ ଭଣ୍ଡାର ଉପରେ। ଲୋଲୁପ ଦୃଷ୍ଟିରେ ଅନେଇ ରହିଛନ୍ତି। ସବୁ କିଛି ଲୁଟି ପଳାଇବାକୁ କରୁଛନ୍ତି ବଡ଼ ଯୋଜନା। ସରକାରୀ ଦଳର ବଡ଼ ନେତାଙ୍କର ଏ ହେଉଛି ବଡ଼ ବୟାନ। ସତରେ କଣ କହିବାକୁ ଚାହୁଁଛନ୍ତି ସଂଜୟ ବାବୁ?

Advertisment

BjD Ratna Bhandar Sanja Dasverma Shreemandir