ବିରଞ୍ଚି ପ୍ରସନ୍ନ ଏବେ ପ୍ରତାପ

ବିଜେଡି ରାଜ୍‌ରେ ଗଦାଗଦା କୁବେର!। ସରକାରୀ ବାବୁଙ୍କ ଘରେ କଳା ଟଙ୍କାର ପାହାଡ। ନବୀନ ସରକାରରେ ମାଲେମାଲ ବାବୁ। କୁବେର ସରକାରୀ ବାବୁଙ୍କ ନାଁ ପ୍ରତାପ ସାମଲ । ସେ ଓଡିଶା ଷ୍ଟେଟ୍ ପୋଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର । ତାଙ୍କ ସମ୍ପତ୍ତି ଉଭା ଯେତେ ପୋତା ସେତେ । ଟଙ୍କା ଗଣି ହିସାବ କରି କରି ଭିଜିଲାନ୍ସ ଟିମ୍ ନୟାନ୍ତ । ଏହା ପୂର୍ବରୁ ଭିଜିଲାନ୍ସ ଦ୍ବାରା ଦୁଇ ସରକାରୀ ବାବୁ ଗରିଫ ହୋଇଥିଲେ।