Advertisment

ବିରଞ୍ଚି ପ୍ରସନ୍ନ ଏବେ ପ୍ରତାପ

ବିଜେଡି ରାଜ୍‌ରେ ଗଦାଗଦା କୁବେର!। ସରକାରୀ ବାବୁଙ୍କ ଘରେ କଳା ଟଙ୍କାର ପାହାଡ। ନବୀନ ସରକାରରେ ମାଲେମାଲ ବାବୁ। କୁବେର ସରକାରୀ ବାବୁଙ୍କ ନାଁ ପ୍ରତାପ ସାମଲ । ସେ ଓଡିଶା ଷ୍ଟେଟ୍ ପୋଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର । ତାଙ୍କ ସମ୍ପତ୍ତି ଉଭା ଯେତେ ପୋତା ସେତେ । ଟଙ୍କା ଗଣି ହିସାବ କରି କରି ଭିଜିଲାନ୍ସ ଟିମ୍ ନୟାନ୍ତ । ଏହା ପୂର୍ବରୁ ଭିଜିଲାନ୍ସ ଦ୍ବାରା ଦୁଇ ସରକାରୀ ବାବୁ […]

author-image
Manasi Mohapatra
ଅଦ୍ୟତନ ହୋଇଛି
ବିରଞ୍ଚି ପ୍ରସନ୍ନ ଏବେ ପ୍ରତାପ

hqdefault (8) (1)

ବିଜେଡି ରାଜ୍‌ରେ ଗଦାଗଦା କୁବେର!। ସରକାରୀ ବାବୁଙ୍କ ଘରେ କଳା ଟଙ୍କାର ପାହାଡ। ନବୀନ ସରକାରରେ ମାଲେମାଲ ବାବୁ। କୁବେର ସରକାରୀ ବାବୁଙ୍କ ନାଁ ପ୍ରତାପ ସାମଲ । ସେ ଓଡିଶା ଷ୍ଟେଟ୍ ପୋଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର । ତାଙ୍କ ସମ୍ପତ୍ତି ଉଭା ଯେତେ ପୋତା ସେତେ । ଟଙ୍କା ଗଣି ହିସାବ କରି କରି ଭିଜିଲାନ୍ସ ଟିମ୍ ନୟାନ୍ତ । ଏହା ପୂର୍ବରୁ ଭିଜିଲାନ୍ସ ଦ୍ବାରା ଦୁଇ ସରକାରୀ ବାବୁ ଗରିଫ ହୋଇଥିଲେ।

Advertisment

Odisha BjD Vigilance Raid Odisha Reporter Paratap Samal