Advertisment

ଟୁଙ୍ଗୁରୁ ପରେ ଏବେ ଭାଇରାଲ ଟେଙ୍ଗନୁ

ପ୍ରେମ ସଂପର୍କକୁ ନେଇ ସାରା ରାଇଜରେ ବେଶ ଚର୍ଚ୍ଚିତ ଚେହେରା ଟୁଙ୍ଗୁରୁ ଭୋଳ। ଏବେ କିନ୍ତୁ ମାତାଲ ଅବସ୍ଥାରେ ଗୀତ ଗାଇ ବେଶ ଭାଇରାଲ ଟେଙ୍ଗନୁ ମେହେର। ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଗାଁର ଟେଙ୍ଗନୁ ମେହେର। ବର୍ଷା ହେଉଥିବା ବେଲେ ମଦ ପିଇ, ସ୍କୁଲ ପିଲାଙ୍କ ୟୁନିଫର୍ମ ପିନ୍ଧି ସାରା ଗାଁ ପରିକ୍ରମା କରିଥିଲେ ଟେଙ୍ଗନୁ।

ଟୁଙ୍ଗୁରୁ ପରେ ଏବେ ଭାଇରାଲ ଟେଙ୍ଗନୁ

chengunu

Advertisment

ପ୍ରେମ ସଂପର୍କକୁ ନେଇ ସାରା ରାଇଜରେ ବେଶ ଚର୍ଚ୍ଚିତ ଚେହେରା ଟୁଙ୍ଗୁରୁ ଭୋଳ। ଏବେ କିନ୍ତୁ ମାତାଲ ଅବସ୍ଥାରେ ଗୀତ ଗାଇ ବେଶ ଭାଇରାଲ ଟେଙ୍ଗନୁ ମେହେର। ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଗାଁର ଟେଙ୍ଗନୁ ମେହେର। ବର୍ଷା ହେଉଥିବା ବେଲେ ମଦ ପିଇ, ସ୍କୁଲ ପିଲାଙ୍କ ୟୁନିଫର୍ମ ପିନ୍ଧି ସାରା ଗାଁ ପରିକ୍ରମା କରିଥିଲେ ଟେଙ୍ଗନୁ।

Advertisment

Tengunu Viral Video Tunguru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe