nuapally
Advertisment
ଭୁବନେଶ୍ୱର ଇସ୍କନ ପାଖରେ ଥିବା ୭ ଏକରର ନୟାପଲ୍ଲୀ ହ୍ରଦ। ପ୍ଲଟ ନମ୍ବର-୩୫୫ରେ ଥିବା ଏହି ହ୍ରଦ ବା ଜଳାଶୟ କ୍ରମଶଃ ଜବରଦଖଲ ହୋଇଚାଲିଛି। ହ୍ରଦରୁ ୧୦ ନମ୍ବର ପ୍ରାକୃତିକ ନାଳକୁ ବଳକା ବର୍ଷା ପାଣି ବୋହିଯିବା ପାଇଁ ୧୨ ମିଟର ଅର୍ଥାତ୍ ପ୍ରାୟ ୪୦ ଫୁଟର ନାଳ ରହିଥିଲା ବେଳେ ଆଗରେ ଆପାର୍ଟମେଂଟ ଗଢ଼ିଉଠିବାରୁ ନାଳର ଚଉଡ଼ା ୩ ଫୁଟ ଭିତରେ ସୀମିତ ହୋଇଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/nuapally.jpg)