Advertisment

OAS ପାଇବା ଏଣିକି ସହଜ

ସହଜ ହେଲା ଓଏଏସ ପରୀକ୍ଷା। ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା। ପ୍ରିଲିମ୍‌, ମେନ୍‌ ଓ ଇଣ୍ଟର୍ଭ୍ୟୁ ବି ଓଡ଼ିଆରେ ହେବ। ପ୍ରଶ୍ନ ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ। ପରୀକ୍ଷାର୍ଥୀମାନେ ଚାହିଁଲେ ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ OPSCକୁ ଏନେଇ ଚିଠି ହୋଇଛି।

author-image
Debendra Prusty
OAS ପାଇବା ଏଣିକି ସହଜ

oas

ସହଜ ହେଲା ଓଏଏସ ପରୀକ୍ଷା। ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା। ପ୍ରିଲିମ୍‌, ମେନ୍‌ ଓ ଇଣ୍ଟର୍ଭ୍ୟୁ ବି ଓଡ଼ିଆରେ ହେବ। ପ୍ରଶ୍ନ ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ। ପରୀକ୍ଷାର୍ଥୀମାନେ ଚାହିଁଲେ ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ OPSCକୁ ଏନେଇ ଚିଠି ହୋଇଛି।

Advertisment

Opsc Exam Oas Exam In Odia