କାନ୍ଦୁଛି କୃଷ୍ଣଚନ୍ଦ୍ରପୁର

କାନ୍ଦୁଛି କୃଷ୍ଣଚନ୍ଦ୍ରପୁର। କୋଳରେ 3 ବର୍ଷର ପୁଅ। ବାପା ସହିଦ ହୋଇଗଲେ। ଏତେ କମ୍ ବୟସରେ ଏ କଥା ବୁଝିବା ବୋଧେ କଷ୍ଟକର। ବିଛଣାରେ ରୋଗୀଣା ମାଆ ପୁଣି ବୁଢ଼ା ବାପର ଅଣ୍ଟା ନଇଁ ପଡିଲାଣି। କଞ୍ଚା ବୟସରେ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲେ ରାଣା ପ୍ରତାପ।