ଅଦ୍ୟତନ ହୋଇଛି
maxresdefault (2) (1)
Advertisment
କାନ୍ଦୁଛି କୃଷ୍ଣଚନ୍ଦ୍ରପୁର। କୋଳରେ 3 ବର୍ଷର ପୁଅ। ବାପା ସହିଦ ହୋଇଗଲେ। ଏତେ କମ୍ ବୟସରେ ଏ କଥା ବୁଝିବା ବୋଧେ କଷ୍ଟକର। ବିଛଣାରେ ରୋଗୀଣା ମାଆ ପୁଣି ବୁଢ଼ା ବାପର ଅଣ୍ଟା ନଇଁ ପଡିଲାଣି। କଞ୍ଚା ବୟସରେ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲେ ରାଣା ପ୍ରତାପ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/12/maxresdefault-2-1.jpg)