ଗଜପତି ମହାରାଜଙ୍କ ଦ୍ୱାରା ଓଡ଼ିଆ ରାମାୟଣ କାବ୍ୟ ଉନ୍ମୋଚିତ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବୋଲଗଡ ଗାନ୍ଧି ଭାବେ ପରିଚିତ ସ୍ୱର୍ଗତ ପତିତପାବନ ହୋତାଙ୍କ ରଚିତ ତୁଳସୀ ଦାସଙ୍କ ରାମାୟଣର ଓଡ଼ିଆ ପଦ୍ୟାନୁବାଦ ଗ୍ରନ୍ଥ ଉନ୍ମୋଚିତ ହୋଇଛି। ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରହ୍ମପୁର କାରାଗାରରେ କାରାବରଣ ସମୟରେ ତୁଳସୀ ଦାସଙ୍କ ରାମଚରିତ ମାନସର ଓଡ଼ିଆ ପଦ୍ୟାନୁବାଦନ କରିଥିଲେ ଶ୍ରୀ ହୋତା। ଯାହାକୁ ଏକ ପୁସ୍ତକ ଭାବେ ଲୋକାର୍ପିତ କରାଯାଇଛି।</p> <p>ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପବିତ୍ର କରକମଳରେ ଗତ ରବିବାର ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପରିସରରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି। ଆୟୋଜିତ ଉତ୍ସବରରେ ପୁରୀ ଝାଞ୍ଜପିଟା ମଠର ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜ, ଏମ୍&zwnj;ପି ସୌମ୍ୟ ରଞ୍ଜନ ପଟ୍ଟନାୟକ, ଡଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।</p>

Ordigital Desk
  • Published: Thursday, 21 February 2019
  • Updated: 21 February 2019, 08:06 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବୋଲଗଡ ଗାନ୍ଧି ଭାବେ ପରିଚିତ ସ୍ୱର୍ଗତ ପତିତପାବନ ହୋତାଙ୍କ ରଚିତ ତୁଳସୀ ଦାସଙ୍କ ରାମାୟଣର ଓଡ଼ିଆ ପଦ୍ୟାନୁବାଦ ଗ୍ରନ୍ଥ ଉନ୍ମୋଚିତ ହୋଇଛି। ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରହ୍ମପୁର କାରାଗାରରେ କାରାବରଣ ସମୟରେ ତୁଳସୀ ଦାସଙ୍କ ରାମଚରିତ ମାନସର ଓଡ଼ିଆ ପଦ୍ୟାନୁବାଦନ କରିଥିଲେ ଶ୍ରୀ ହୋତା। ଯାହାକୁ ଏକ ପୁସ୍ତକ ଭାବେ ଲୋକାର୍ପିତ କରାଯାଇଛି।</p><p>ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପବିତ୍ର କରକମଳରେ ଗତ ରବିବାର ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପରିସରରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି। ଆୟୋଜିତ ଉତ୍ସବରରେ ପୁରୀ ଝାଞ୍ଜପିଟା ମଠର ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜ, ଏମ୍&zwnj;ପି ସୌମ୍ୟ ରଞ୍ଜନ ପଟ୍ଟନାୟକ, ଡଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos