chakiri
Advertisment
ଲକ୍ଷ ଲକ୍ଷ ସରକାରୀ ପଦ ଖାଲିପଡ଼ିଛି। ଆଉ ରାଜ୍ୟର ପାଠୁଆ ଖଟୁଛନ୍ତି ଦାଦନ। ଖାଲି ପଦ ପୂରଣ କରିବା ପାଇଁ ଭୁଲିଯାଇଛନ୍ତି କି ସରକାର? ଲୋକେ ରୋଜଗାର ନ ପାଇ ସାର୍ଟିଫିକେଟ୍ ବିକ୍ରି କରୁଛନ୍ତି। ହେଲେ ଶୁଣି ନ ଶୁଣିଲା ଆଉ ଦେଖି ନଦେଖିଲା ଭଳି ଆଚରଣ କରୁଛନ୍ତି ରାଜ୍ୟ ସରକାର!
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/07/chakiri.jpg)