/odisha-reporter/media/post_attachments/uploads/2022/09/disable.jpg)
disable
କେନ୍ଦ୍ର ସରକାରଙ୍କ ୩୦୦ ଟଙ୍କା ଭତ୍ତା ସହ ତେଲେଙ୍ଗାନା ଅଧିକ ୩୦୧୬ ଟଙ୍କା ଦେଉଛି। ପୁଡୁଚେରୀ ଅଧିକ ୩୮୦୦ ଓ ଆନ୍ଧ୍ରପ୍ରଦେଶ ସରକାର ଅଧିକ ୩୦୦୦ ହଜାର ଟଙ୍କା ଦେଉଛନ୍ତି। ହେଲେ ଓଡ଼ିଶା ସରକାର ମାତ୍ର ଅଧିକ ୨୦୦/୪୦୦ ଟଙ୍କା ଦେଉଛନ୍ତି। ଅର୍ଥାତ୍ ପୁଡୁଚେରୀରେ ଜଣେ ଭିନ୍ନକ୍ଷମ ହିତାଧିକାରୀ ମାସିକ ୪୧୦୦ ଟଙ୍କା ପାଉଥିବାବେଳେ କିମ୍ବା ଆନ୍ଧ୍ରରେ ୩୩୦୦ ଟଙ୍କା ପାଉଥିବାବେଳେ ଓଡ଼ିଶାରେ ମାତ୍ର ୫ ଶହ ଟଙ୍କା/ ସାତ ଶହ ଟଙ୍କା ପାଉଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
