ଭିନ୍ନକ୍ଷମ ଭତ୍ତାରେ ତଳ ଆଡ଼େ ଓଡ଼ିଶା!

କେନ୍ଦ୍ର ସରକାରଙ୍କ ୩୦୦ ଟଙ୍କା ଭତ୍ତା ସହ ତେଲେଙ୍ଗାନା ଅଧିକ ୩୦୧୬ ଟଙ୍କା ଦେଉଛି। ପୁଡୁଚେରୀ ଅଧିକ ୩୮୦୦ ଓ ଆନ୍ଧ୍ରପ୍ରଦେଶ ସରକାର ଅଧିକ ୩୦୦୦ ହଜାର ଟଙ୍କା ଦେଉଛନ୍ତି। ହେଲେ ଓଡ଼ିଶା ସରକାର ମାତ୍ର ଅଧିକ ୨୦୦/୪୦୦ ଟଙ୍କା ଦେଉଛନ୍ତି। ଅର୍ଥାତ୍ ପୁଡୁଚେରୀରେ ଜଣେ ଭିନ୍ନକ୍ଷମ ହିତାଧିକାରୀ ମାସିକ ୪୧୦୦ ଟଙ୍କା ପାଉଥିବାବେଳେ କିମ୍ବା ଆନ୍ଧ୍ରରେ ୩୩୦୦ ଟଙ୍କା ପାଉଥିବାବେଳେ ଓଡ଼ିଶାରେ ମାତ୍ର ୫ ଶହ ଟଙ୍କା/ ସାତ ଶହ ଟଙ୍କା ପାଉଛନ୍ତି।

disable

Debendra Prusty
  • Published: Saturday, 17 September 2022
  • , Updated: 17 September 2022, 02:45 PM IST

କେନ୍ଦ୍ର ସରକାରଙ୍କ ୩୦୦ ଟଙ୍କା ଭତ୍ତା ସହ ତେଲେଙ୍ଗାନା ଅଧିକ ୩୦୧୬ ଟଙ୍କା ଦେଉଛି। ପୁଡୁଚେରୀ ଅଧିକ ୩୮୦୦ ଓ ଆନ୍ଧ୍ରପ୍ରଦେଶ ସରକାର ଅଧିକ ୩୦୦୦ ହଜାର ଟଙ୍କା ଦେଉଛନ୍ତି। ହେଲେ ଓଡ଼ିଶା ସରକାର ମାତ୍ର ଅଧିକ ୨୦୦/୪୦୦ ଟଙ୍କା ଦେଉଛନ୍ତି। ଅର୍ଥାତ୍ ପୁଡୁଚେରୀରେ ଜଣେ ଭିନ୍ନକ୍ଷମ ହିତାଧିକାରୀ ମାସିକ ୪୧୦୦ ଟଙ୍କା ପାଉଥିବାବେଳେ କିମ୍ବା ଆନ୍ଧ୍ରରେ ୩୩୦୦ ଟଙ୍କା ପାଉଥିବାବେଳେ ଓଡ଼ିଶାରେ ମାତ୍ର ୫ ଶହ ଟଙ୍କା/ ସାତ ଶହ ଟଙ୍କା ପାଉଛନ୍ତି।

https://youtu.be/OIk2qar8Rqo

Related story