ରୁଚିକାଙ୍କ ପାଇଁ ୧୯ରେ ଓଡିଶା ବନ୍ଦ

”ରାଜ୍ୟରେ ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା ପୂରା ଭୁଷୁଡି ପଡିଛି। ସରକାର ସବୁ ଘଟଣାକୁ ହାଲକାରେ ନେଉଛନ୍ତି”। ରୁଚିକାଙ୍କ ପାଇଁ ଆସନ୍ତା ୧୯ରେ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ ଚାଷୀ ଓ ଛାତ୍ର ସଂଗଠନ।