ଆକ୍ରାମକ ମୁଡ୍‌ରେ ବିଜେପି

ଜୟନାରାୟଣ ମିଶ୍ର ହେଲ ବିରୋଧୀ ଦଳ ନେତା। ଆସୁ ଆସୁ ନାରା ଦେଲେ ବିଜେଡି ମୁକ୍ତ ଓଡ଼ିଶା। ନୂଆ ବିରୋଧୀ ଦଳ ନେତା ଆସିବା ପରେ ବଦଳିବ କି ବିଜେପିର ଆଭିମୁଖ୍ୟ। ଏଥର ସରକାରକୁ ଘେରି ପାରିବ ତ ରାଜ୍ୟ ବିଜେପି।